tate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;">ରାଞ୍ଚି: ଇସ୍ତଫା ଦେବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଜେଲରୁ ମୁକୁଳିବା ପରେ ପୁଣିଥରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ । ଆଜି ହେମନ୍ତଙ୍କ ବାସଭବନରେ ବସିଥିବା ଶାସକ ଜେଏମଏମ ବିଧାୟକ ଦଳ ବୈଠକରେ ତାଙ୍କୁ ପୁନର୍ବାର ବିଧାୟକ ଦଳ ନେତା ବଛାଯାଇଛି । ଏବେ ହେମନ୍ତ ରାଜ୍ୟର ୧୩ତମ ମୁଖ୍ୟମନ୍ତ୍ରୀ ରୂପେ ଖୁବଶୀଘ୍ର ଶପଥ ନେଇପାରନ୍ତି । ତେବେ ଏନେଇ ଶାସକ ଦଳକୁ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।